or_tn/2co/11/26.md

4 lines
564 B
Markdown

# in danger from false brothers
ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେଉଁ ଲୋକମାନେ ଖ୍ରୀଷ୍ଟରେ ଭାଇ ବୋଲି ଦାବୀ କରୁଥିଲେ, ସେମାନଙ୍କଠାରୁ ବିପଦରେ ଥିଲୁ, ସେମାନେ ଆମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କଲେ” (ଦେଖ: [[rc://*/ta/man/translate/figs-explicit]])