or_tn/2co/11/26.md

564 B

in danger from false brothers

ଏହି ଉକ୍ତିର ପୂରା ଅର୍ଥକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଯେଉଁ ଲୋକମାନେ ଖ୍ରୀଷ୍ଟରେ ଭାଇ ବୋଲି ଦାବୀ କରୁଥିଲେ, ସେମାନଙ୍କଠାରୁ ବିପଦରେ ଥିଲୁ, ସେମାନେ ଆମ୍ଭମାନଙ୍କ ପ୍ରତି ବିଶ୍ବାସଘାତକତା କଲେ” (ଦେଖ: rc://*/ta/man/translate/figs-explicit)