or_tn/2co/11/14.md

1.2 KiB
Raw Permalink Blame History

this is no surprise

ଏହାକୁ ନକରାତ୍ମକ ଭାବରେ ପ୍ରକାଶ କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ କରିନ୍ଥୀୟମାନେ ଅନେକ “ଭଣ୍ଡ ପ୍ରେରିତମାନଙ୍କୁ"" ସାକ୍ଷାତ କରିବାକୁ ଆଶା କରିବା ଉଚିତ ( କରିନ୍ଥୀୟ ୧୧:୧୩)I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହା ଆଶା କରିବା ଉଚିତ” (ଦେଖ: rc://*/ta/man/translate/figs-litotes)

Satan disguises himself as an angel of light

ଶୟତାନ ଜଣେ ଦିପ୍ତୀମୟ ଦୂତ ନୁହେଁ, କିନ୍ତୁ ସେ ଜଣେ ଦିପ୍ତୀମୟ ଦୂତ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରିଥାଏ

an angel of light

ଏଠାରେ “ଦିପ୍ତୀ” ଧାର୍ମିକତାକୁ ବୁଝାଇବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଧାର୍ମିକତାର ଜଣେ ଦୂତ” (ଦେଖ: rc://*/ta/man/translate/figs-metaphor)