or_tn/2co/11/14.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# this is no surprise
ଏହାକୁ ନକରାତ୍ମକ ଭାବରେ ପ୍ରକାଶ କରି ପାଉଲ ଗୁରୁତ୍ବ ଦେଉଛନ୍ତି ଯେ କରିନ୍ଥୀୟମାନେ ଅନେକ “ଭଣ୍ଡ ପ୍ରେରିତମାନଙ୍କୁ"" ସାକ୍ଷାତ କରିବାକୁ ଆଶା କରିବା ଉଚିତ ([ କରିନ୍ଥୀୟ ୧୧:୧୩](../11/13.md))I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହା ଆଶା କରିବା ଉଚିତ” (ଦେଖ: [[rc://*/ta/man/translate/figs-litotes]])
# Satan disguises himself as an angel of light
ଶୟତାନ ଜଣେ ଦିପ୍ତୀମୟ ଦୂତ ନୁହେଁ, କିନ୍ତୁ ସେ ଜଣେ ଦିପ୍ତୀମୟ ଦୂତ ଭଳି ଦେଖାଯିବା ନିମନ୍ତେ ଚେଷ୍ଟା କରିଥାଏ
# an angel of light
ଏଠାରେ “ଦିପ୍ତୀ” ଧାର୍ମିକତାକୁ ବୁଝାଇବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଧାର୍ମିକତାର ଜଣେ ଦୂତ” (ଦେଖ: [[rc://*/ta/man/translate/figs-metaphor]])