or_tn/2co/11/10.md

1.7 KiB
Raw Permalink Blame History

As the truth of Christ is in me, this

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଯେହେତୁ ତାହାଙ୍କ ପାଠକମାନେ ଜାଣନ୍ତି ଯେ ସେ ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟ କହୁଛନ୍ତି, ସେମାନେ ଜାଣିପାରିବେ ଯେ ସେ ଏଠାରେ ସତ୍ୟ କହୁଛନ୍ତି I ""ତୁମ୍ଭେମାନେ ଯେପରି ନିଶ୍ଚିତ ଜାଣିଅଛ ଯେ ମୁଁ ସତ୍ୟତାକୁ ଜାଣି ଖ୍ରୀଷ୍ଟଙ୍କ ବିଷୟରେ ସତ୍ୟତାକୁ ପ୍ରଚାର କରୁଅଛି, ସେପରି ତୁମ୍ଭେମାନେ ଜାଣ ଯେ ମୁଁ ଯାହା କହୁଅଛି, ତାହା ସତ୍ୟ ଅଟେ I ଏହା”

this boasting of mine will not be silenced

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କେହି ମୋତେ ଦର୍ପ କରିବାରୁ ନିବୃତ୍ତ କରି ନୀରବ ରଖି ପାରିବେ ନାହିଁ” (ଦେଖ: rc://*/ta/man/translate/figs-activepassive)

this boasting of mine

ଏହା ପାଉଲ ଯାହା ( କରିନ୍ଥୀୟ ୧୧:୭)ରେ ଆରମ୍ଭ କରି କହିଥିଲେ, ତାକୁ ବୁଝାଏ I

parts of Achaia

ଆଖାୟାର ଅଞ୍ଚଳସମୂହ I “ଅଞ୍ଚଳସମୂହ” ଶବ୍ଦଟି ସ୍ଥଳଭାଗ ବିଶିଷ୍ଟ ଅଞ୍ଚଳକୁ ବୁଝାଏ, ରାଜନୀତିକ ବିଭାଜନକୁ ନୁହେଁ I