or_tn/2co/11/07.md

1.2 KiB

Did I sin by humbling myself so you might be exalted?

ସେ କରିନ୍ଥୀୟମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିଛନ୍ତି ବୋଲି ଦାବୀ କରିବାକୁ ପାଉଲ ଆରମ୍ଭ କରୁଛନ୍ତି I ଆବଶ୍ୟକ ହେଲେ, ଏହି ଭାବ ପ୍ରକାଶକ ପ୍ରଶ୍ନଟିକୁ ଗୋଟିଏ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ଭାବୁଛି, ଆମ୍ଭେମାନେ ଏକମତ ହୋଇଛୁ ଯେ ତୁମ୍ଭେମାନେ ଯେପରି ଉନ୍ନତ ହୋଇପାରିବ, ଏଥିପାଇଁ ମୁଁ ଆପଣାକୁ ନମ୍ର କରି ପାପ କଲିନାହିଁ” (ଦେଖ: rc://*/ta/man/translate/figs-rquestion)

freely preached the gospel of God to you

ତୁମ୍ଭମାନଙ୍କଠାରୁ ଫେରି ପାଇବାର କୌଣସି ଆଶା ନ ରଖି ତୁମ୍ଭମାନଙ୍କ ନିକଟରେ ଈଶ୍ବରଙ୍କ ସୁସମାଚାର ପ୍ରଚାର କଲି