or_tn/2co/10/03.md

1.9 KiB
Raw Permalink Blame History

we walk in the flesh

ଏଠାରେ “ଆଚରଣ କରିବା” ଶବ୍ଦ “ଜୀବନଯାପନ କରିବା” ପାଇଁ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])

we do not wage war

ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଓ ଭଣ୍ଡ ଶିକ୍ଷକ ମାନଙ୍କଠାରେ ବିଶ୍ବାସ ନ କରିବାନିମନ୍ତେ କରିନ୍ଥୀୟମାନଙ୍କୁ ମଣାଇବାକୁ ଚେଷ୍ଟା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଶାରୀରିକ ଯୁଦ୍ଧ ଲଢ଼ୁଥିଲେ I ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I (ଦେଖ: rc://*/ta/man/translate/figs-metaphor)

wage war according to the flesh

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶରୀର” ଶବ୍ଦ ଶାରୀରିକ ଜୀବନର ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ଶାରୀରିକ ଅସ୍ତ୍ର ବ୍ୟବହାର କରି ଆମ୍ଭମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛୁ” କିମ୍ବା ) “ଶରୀର” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ନିମନ୍ତେ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଭାବରେ ଯୁଦ୍ଧ କରୁଅଛୁ” (ଦେଖ: rc://*/ta/man/translate/figs-metonymy)