12 lines
1.9 KiB
Markdown
12 lines
1.9 KiB
Markdown
|
# we walk in the flesh
|
|||
|
|
|||
|
ଏଠାରେ “ଆଚରଣ କରିବା” ଶବ୍ଦ “ଜୀବନଯାପନ କରିବା” ପାଇଁ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])
|
|||
|
|
|||
|
# we do not wage war
|
|||
|
|
|||
|
ତାହାଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଓ ଭଣ୍ଡ ଶିକ୍ଷକ ମାନଙ୍କଠାରେ ବିଶ୍ବାସ ନ କରିବାନିମନ୍ତେ କରିନ୍ଥୀୟମାନଙ୍କୁ ମଣାଇବାକୁ ଚେଷ୍ଟା କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ଗୋଟିଏ ଶାରୀରିକ ଯୁଦ୍ଧ ଲଢ଼ୁଥିଲେ I ଏହି ଶବ୍ଦଗୁଡିକ ଆକ୍ଷରିକ ଭାବରେ ଅନୁବାଦ କରାଯିବା ଉଚିତ I (ଦେଖ: [[rc://*/ta/man/translate/figs-metaphor]])
|
|||
|
|
|||
|
# wage war according to the flesh
|
|||
|
|
|||
|
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଶରୀର” ଶବ୍ଦ ଶାରୀରିକ ଜୀବନର ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ଶାରୀରିକ ଅସ୍ତ୍ର ବ୍ୟବହାର କରି ଆମ୍ଭମାନଙ୍କ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛୁ” କିମ୍ବା ୨) “ଶରୀର” ଶବ୍ଦ ପାପପୂର୍ଣ୍ଣ ମନୁଷ୍ୟ ସ୍ବଭାବ ନିମନ୍ତେ ଏକ ପ୍ରତିଶବ୍ଦ I ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଭାବରେ ଯୁଦ୍ଧ କରୁଅଛୁ” (ଦେଖ: [[rc://*/ta/man/translate/figs-metonymy]])
|