or_tn/2co/09/08.md

1.2 KiB

God is able to make all grace overflow for you

ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ, ଯାହା ଜଣେ ଲୋକ ସେ ବ୍ୟବହାର କରିପାରିବା ଠାରୁ ଅଧିକ ପାଇପାରିବ I ଯେପରି ଜଣେ ଲୋକ ଅନ୍ୟ ବିଶ୍ବାସୀମାନଙ୍କୁ ଆର୍ଥିକ ଭାବରେ ଦେଇଥାଏ, ଈଶ୍ବର ମଧ୍ୟ ସେପରି ଦାତାମାନଙ୍କୁ ତାହାର ସବୁ ପ୍ରୟୋଜନୀୟ ବିଷୟ ଦେଇଥାନ୍ତି” (ଦେଖ: rc://*/ta/man/translate/figs-metaphor)

grace

ଏଠାରେ ଏହା ଜଣେ ଖ୍ରୀଷ୍ଟିୟାନର ପ୍ରୟୋଜନ ଥିବା ବିଷୟଗୁଡିକୁ ବୁଝାଏ, ଈଶ୍ବର ତାହାକୁ ତାହାର ପାପରୁ ପରିତ୍ରାଣ କରିବା ବିଷୟକୁ ନୁହେଁ I

so that you may multiply every good deed

ଯେପରି ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କାର୍ଯ୍ୟ କରିବାକୁ ସକ୍ଷମ ହେବ