or_tn/2co/09/08.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# God is able to make all grace overflow for you
ଅନୁଗ୍ରହ ବିଷୟରେ କୁହାଯାଏ ଯେ ସତେ ଯେପରି ଏହା ଗୋଟିଏ ବସ୍ତୁଗତ ପଦାର୍ଥ, ଯାହା ଜଣେ ଲୋକ ସେ ବ୍ୟବହାର କରିପାରିବା ଠାରୁ ଅଧିକ ପାଇପାରିବ I ଯେପରି ଜଣେ ଲୋକ ଅନ୍ୟ ବିଶ୍ବାସୀମାନଙ୍କୁ ଆର୍ଥିକ ଭାବରେ ଦେଇଥାଏ, ଈଶ୍ବର ମଧ୍ୟ ସେପରି ଦାତାମାନଙ୍କୁ ତାହାର ସବୁ ପ୍ରୟୋଜନୀୟ ବିଷୟ ଦେଇଥାନ୍ତି” (ଦେଖ: [[rc://*/ta/man/translate/figs-metaphor]])
# grace
ଏଠାରେ ଏହା ଜଣେ ଖ୍ରୀଷ୍ଟିୟାନର ପ୍ରୟୋଜନ ଥିବା ବିଷୟଗୁଡିକୁ ବୁଝାଏ, ଈଶ୍ବର ତାହାକୁ ତାହାର ପାପରୁ ପରିତ୍ରାଣ କରିବା ବିଷୟକୁ ନୁହେଁ I
# so that you may multiply every good deed
ଯେପରି ତୁମ୍ଭେମାନେ ଅଧିକରୁ ଅଧିକ ଉତ୍ତମ କାର୍ଯ୍ୟ କରିବାକୁ ସକ୍ଷମ ହେବ