or_tn/2co/09/05.md

732 B

the brothers to come to you

ପାଉଲଙ୍କ ଦୃଷ୍ଟିକୋଣରୁ, ଭାଇମାନେ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଭାଇମାନେ ତୁମ୍ଭମାନଙ୍କ ନିକଟକୁ ଯିବେ” (ଦେଖ: rc://*/ta/man/translate/figs-go)

not as something extorted

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଦେବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବାଧ୍ୟବାଧକତା କଲା ପରି ନୁହେଁ” (ଦେଖ: rc://*/ta/man/translate/figs-activepassive)