# the brothers to come to you ପାଉଲଙ୍କ ଦୃଷ୍ଟିକୋଣରୁ, ଭାଇମାନେ ଯାଉଛନ୍ତି I ବିକଳ୍ପ ଅନୁବାଦ: “ଭାଇମାନେ ତୁମ୍ଭମାନଙ୍କ ନିକଟକୁ ଯିବେ” (ଦେଖ: [[rc://*/ta/man/translate/figs-go]]) # not as something extorted ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଦାନ ଦେବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବାଧ୍ୟବାଧକତା କଲା ପରି ନୁହେଁ” (ଦେଖ: [[rc://*/ta/man/translate/figs-activepassive]])