or_tn/2co/08/20.md

630 B

concerning this generosity that we are carrying out

ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ବଦାନ୍ୟତା”କୁ ଗୋଟିଏ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ କି ପ୍ରକାରେ ଏହି ବଦାନ୍ୟତାର ଦାନକୁ ନେଉଅଛୁ, ସେ ବିଷୟରେ” (ଦେଖ: rc://*/ta/man/translate/figs-abstractnouns)