or_tn/2co/08/20.md

4 lines
630 B
Markdown
Raw Permalink Normal View History

2020-11-19 00:15:53 +00:00
# concerning this generosity that we are carrying out
ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I ଗୁଣବାଚକ ବିଶେଷ୍ୟ “ବଦାନ୍ୟତା”କୁ ଗୋଟିଏ ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭେମାନେ କି ପ୍ରକାରେ ଏହି ବଦାନ୍ୟତାର ଦାନକୁ ନେଉଅଛୁ, ସେ ବିଷୟରେ” (ଦେଖ: [[rc://*/ta/man/translate/figs-abstractnouns]])