or_tn/2co/08/19.md

16 lines
1.0 KiB
Markdown

# Not only this
ସମୁଦାୟ ମଣ୍ଡଳୀର ବିଶ୍ବାସୀମାନଙ୍କ ମଧ୍ୟରେ ତାହାଙ୍କର ଯେ ପ୍ରଶଂସା କରାଯାଉଛି, କେବଳ ସେତିକି ନୁହେଁ
# he also was selected by the churches
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀ ସମୁଦାୟ ମଧ୍ୟ ତାହାଙ୍କୁ ମନୋନୀତ କରିଅଛି” (ଦେଖ: [[rc://*/ta/man/translate/figs-activepassive]])
# in our carrying out this act of grace
ବଦାନ୍ୟତାର ଏହି କାର୍ଯ୍ୟ କରିବାପାଇଁ I ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I
# for our eagerness to help
ସାହାଯ୍ୟ କରିବାକୁ ଆମ୍ଭମାନଙ୍କର ଆଗ୍ରହ ଦେଖାଇବା ନିମନ୍ତେ