or_tn/2co/08/19.md

1.0 KiB

Not only this

ସମୁଦାୟ ମଣ୍ଡଳୀର ବିଶ୍ବାସୀମାନଙ୍କ ମଧ୍ୟରେ ତାହାଙ୍କର ଯେ ପ୍ରଶଂସା କରାଯାଉଛି, କେବଳ ସେତିକି ନୁହେଁ

he also was selected by the churches

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମଣ୍ଡଳୀ ସମୁଦାୟ ମଧ୍ୟ ତାହାଙ୍କୁ ମନୋନୀତ କରିଅଛି” (ଦେଖ: rc://*/ta/man/translate/figs-activepassive)

in our carrying out this act of grace

ବଦାନ୍ୟତାର ଏହି କାର୍ଯ୍ୟ କରିବାପାଇଁ I ଏହା ଯିରୂଶାଲମକୁ ଦାନ ଅର୍ଥ ଘେନିଯିବା ବିଷୟକୁ ବୁଝାଏ I

for our eagerness to help

ସାହାଯ୍ୟ କରିବାକୁ ଆମ୍ଭମାନଙ୍କର ଆଗ୍ରହ ଦେଖାଇବା ନିମନ୍ତେ