or_tn/2co/07/11.md

16 lines
1.1 KiB
Markdown

# See what great determination
ଅନାଅ ଏବଂ ନିଜେ ଚାହିଁ ଦେଖ ଯେ ଏହା କେତେ ବଡ ଦୃଢ଼ ସଂକଳ୍ପ
# How great was the determination in you to prove you were innocent.
ଏଠାରେ “କେତେ” ଶବ୍ଦଟି ଏହି ଉକ୍ତିକୁ ବିସ୍ମୟସୂଚକ କରିଦିଏ I ବିକଳ୍ପ ଅନୁବାଦ: “ତୁମେ ଯେ ନିର୍ଦୋଷ ଅଟ ଏହା ପ୍ରମାଣ କରିବା ପାଇଁ ତୁମ୍ଭମାନଙ୍କର ଦୃଢ଼ ସଂକଳ୍ପ ଅତି ବଡ ଅଟେ !” (ଦେଖ: [[rc://*/ta/man/translate/figs-exclamations]])
# your indignation
ତୁମ୍ଭମାନଙ୍କର କ୍ରୋଧ
# that justice should be done
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ କେହି ଜଣେ ନ୍ୟାୟ ପାଳନ କରିବା ଉଚିତ” (ଦେଖ: [[rc://*/ta/man/translate/figs-activepassive]])