or_tn/2co/07/11.md

1.1 KiB

See what great determination

ଅନାଅ ଏବଂ ନିଜେ ଚାହିଁ ଦେଖ ଯେ ଏହା କେତେ ବଡ ଦୃଢ଼ ସଂକଳ୍ପ

How great was the determination in you to prove you were innocent.

ଏଠାରେ “କେତେ” ଶବ୍ଦଟି ଏହି ଉକ୍ତିକୁ ବିସ୍ମୟସୂଚକ କରିଦିଏ I ବିକଳ୍ପ ଅନୁବାଦ: “ତୁମେ ଯେ ନିର୍ଦୋଷ ଅଟ ଏହା ପ୍ରମାଣ କରିବା ପାଇଁ ତୁମ୍ଭମାନଙ୍କର ଦୃଢ଼ ସଂକଳ୍ପ ଅତି ବଡ ଅଟେ !” (ଦେଖ: rc://*/ta/man/translate/figs-exclamations)

your indignation

ତୁମ୍ଭମାନଙ୍କର କ୍ରୋଧ

that justice should be done

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେ କେହି ଜଣେ ନ୍ୟାୟ ପାଳନ କରିବା ଉଚିତ” (ଦେଖ: rc://*/ta/man/translate/figs-activepassive)