or_tn/2co/07/10.md

12 lines
1.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# For godly sorrow brings about repentance that accomplishes salvation
ଏହାର ପୂର୍ବ ବିଷୟ ସହିତ ପରବର୍ତ୍ତୀ ବିଷୟର ସମ୍ପର୍କକୁ ସ୍ପଷ୍ଟ କରିବାପାଇଁ “ମନ ପରିବର୍ତ୍ତନ” ଶବ୍ଦର ହୁଏତ ପୁନରାବୃତ୍ତି କରାଯାଇପାରେ I ବିକଳ୍ପ ଅନୁବାଦ; “କାରଣ ଈଶ୍ବରପରାୟଣ ଦୁଃଖ ମନ ପରିବର୍ତ୍ତନ ଜନ୍ମାଏ, ଓ ମନ ପରିବର୍ତ୍ତନ ପରିତ୍ରାଣ ଆଡକୁ କଢାଇନିଏ” (ଦେଖ: [[rc://*/ta/man/translate/figs-ellipsis]])
# without regret
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସେମାନଙ୍କୁ ଦୁଃଖ ଦେଲେ ବୋଲି ପାଉଲ ଅନୁଶୋଚନା କରୁନାହାନ୍ତି, କାରଣ ସେହି ଦୁଃଖ ସେମାନଙ୍କୁ ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା କିମ୍ବା ) କରିନ୍ଥୀୟମାନେ ଦୁଃଖ ଅନୁଭବ କଲେ ବୋଲି ଅନୁଶୋଚନା କରିବେ ନାହିଁ, କାରଣ ତାହା ସେମାନଙ୍କର ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା I
# Worldly sorrow, however, brings about death
ଏହି ପ୍ରକାର ଦୁଃଖ ପରିତ୍ରାଣ ପରିବର୍ତ୍ତେ ମୃତ୍ୟୁ ଆଡକୁ କଢାଇନିଏ, କାରଣ ଏହା ମନ ପରିବର୍ତ୍ତନ ଜନ୍ମାଏ ନାହିଁ I ବିକଳ୍ପ ଅନୁବାଦ: “ମାତ୍ର ସାଂସାରିକ ଦୁଃଖ ଆତ୍ମିକ ମୃତ୍ୟୁ ଆଡକୁ କଢାଇନିଏ” (ଦେଖ: [[rc://*/ta/man/translate/figs-explicit]])