or_tn/2co/07/10.md

1.9 KiB
Raw Permalink Blame History

For godly sorrow brings about repentance that accomplishes salvation

ଏହାର ପୂର୍ବ ବିଷୟ ସହିତ ପରବର୍ତ୍ତୀ ବିଷୟର ସମ୍ପର୍କକୁ ସ୍ପଷ୍ଟ କରିବାପାଇଁ “ମନ ପରିବର୍ତ୍ତନ” ଶବ୍ଦର ହୁଏତ ପୁନରାବୃତ୍ତି କରାଯାଇପାରେ I ବିକଳ୍ପ ଅନୁବାଦ; “କାରଣ ଈଶ୍ବରପରାୟଣ ଦୁଃଖ ମନ ପରିବର୍ତ୍ତନ ଜନ୍ମାଏ, ଓ ମନ ପରିବର୍ତ୍ତନ ପରିତ୍ରାଣ ଆଡକୁ କଢାଇନିଏ” (ଦେଖ: rc://*/ta/man/translate/figs-ellipsis)

without regret

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେ ସେମାନଙ୍କୁ ଦୁଃଖ ଦେଲେ ବୋଲି ପାଉଲ ଅନୁଶୋଚନା କରୁନାହାନ୍ତି, କାରଣ ସେହି ଦୁଃଖ ସେମାନଙ୍କୁ ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା କିମ୍ବା ) କରିନ୍ଥୀୟମାନେ ଦୁଃଖ ଅନୁଭବ କଲେ ବୋଲି ଅନୁଶୋଚନା କରିବେ ନାହିଁ, କାରଣ ତାହା ସେମାନଙ୍କର ମନ ପରିବର୍ତ୍ତନ ଓ ପରିତ୍ରାଣ ଆଡକୁ କଢାଇନେଲା I

Worldly sorrow, however, brings about death

ଏହି ପ୍ରକାର ଦୁଃଖ ପରିତ୍ରାଣ ପରିବର୍ତ୍ତେ ମୃତ୍ୟୁ ଆଡକୁ କଢାଇନିଏ, କାରଣ ଏହା ମନ ପରିବର୍ତ୍ତନ ଜନ୍ମାଏ ନାହିଁ I ବିକଳ୍ପ ଅନୁବାଦ: “ମାତ୍ର ସାଂସାରିକ ଦୁଃଖ ଆତ୍ମିକ ମୃତ୍ୟୁ ଆଡକୁ କଢାଇନିଏ” (ଦେଖ: rc://*/ta/man/translate/figs-explicit)