or_tn/2co/06/07.md

2.0 KiB
Raw Permalink Blame History

We are his servants in the word of truth, in the power of God

ଈଶ୍ବରଙ୍କ ଶକ୍ତିରେ ସୁସମାଚାର ପ୍ରଚାର କରିବାକୁ ସେମାନଙ୍କର ଉତ୍ସର୍ଗ ପ୍ରମାଣ କରୁଛି ଯେ ସେମାନେ ଈଶ୍ବରଙ୍କର ସେବକ ଅଟନ୍ତି I

in the word of truth

ସତ୍ୟ ବିଷୟରେ ଈଶ୍ବରଙ୍କ ସମ୍ବାଦ କହିବା ଦ୍ବାରା କିମ୍ବା “ଈଶ୍ବରଙ୍କ ସତ୍ୟ ସମ୍ବାଦ କହିବା ଦ୍ବାରା”

in the power of God

ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ଶକ୍ତି ପ୍ରଦର୍ଶନ କରିବା ଦ୍ବାରା

We have the armor of righteousness for the right hand and for the left

ପାଉଲ ସେମାନଙ୍କର ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଅସ୍ତ୍ରସମୂହ ଯାହା ସେମାନେ ଆତ୍ମିକ ଯୁଦ୍ଧ କରିବାକୁ ବ୍ୟବହାର କରନ୍ତି I (ଦେଖ: rc://*/ta/man/translate/figs-metaphor)

the armor of righteousness

ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ରଶସ୍ତ୍ର ଭାବରେ କିମ୍ବା “ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ର ଭାବରେ”

for the right hand and for the left

ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ ଗୋଟିଏ ହାତରେ ଅସ୍ତ୍ର ଅଛି ଓ ଅନ୍ୟ ହାତରେ ଢାଲ ଅଛି କିମ୍ବା ) ଯେ ସେମାନେ ସମ୍ପୂର୍ଣ୍ଣଭାବରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ, ଯେ କୌଣସି ଦିଗରୁ ଆକ୍ରମଣ ହେଲେ ମଧ୍ୟ ଏଡାଇବାକୁ ସମର୍ଥ I