or_tn/2co/06/07.md

24 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# We are his servants in the word of truth, in the power of God
ଈଶ୍ବରଙ୍କ ଶକ୍ତିରେ ସୁସମାଚାର ପ୍ରଚାର କରିବାକୁ ସେମାନଙ୍କର ଉତ୍ସର୍ଗ ପ୍ରମାଣ କରୁଛି ଯେ ସେମାନେ ଈଶ୍ବରଙ୍କର ସେବକ ଅଟନ୍ତି I
# in the word of truth
ସତ୍ୟ ବିଷୟରେ ଈଶ୍ବରଙ୍କ ସମ୍ବାଦ କହିବା ଦ୍ବାରା କିମ୍ବା “ଈଶ୍ବରଙ୍କ ସତ୍ୟ ସମ୍ବାଦ କହିବା ଦ୍ବାରା”
# in the power of God
ଲୋକମାନଙ୍କ ନିକଟରେ ଈଶ୍ବରଙ୍କ ଶକ୍ତି ପ୍ରଦର୍ଶନ କରିବା ଦ୍ବାରା
# We have the armor of righteousness for the right hand and for the left
ପାଉଲ ସେମାନଙ୍କର ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ତାହା ଅସ୍ତ୍ରସମୂହ ଯାହା ସେମାନେ ଆତ୍ମିକ ଯୁଦ୍ଧ କରିବାକୁ ବ୍ୟବହାର କରନ୍ତି I (ଦେଖ: [[rc://*/ta/man/translate/figs-metaphor]])
# the armor of righteousness
ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ରଶସ୍ତ୍ର ଭାବରେ କିମ୍ବା “ଧାର୍ମିକତାକୁ ଆମ୍ଭମାନଙ୍କର ଅସ୍ତ୍ର ଭାବରେ”
# for the right hand and for the left
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯେ ଗୋଟିଏ ହାତରେ ଅସ୍ତ୍ର ଅଛି ଓ ଅନ୍ୟ ହାତରେ ଢାଲ ଅଛି କିମ୍ବା ) ଯେ ସେମାନେ ସମ୍ପୂର୍ଣ୍ଣଭାବରେ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ, ଯେ କୌଣସି ଦିଗରୁ ଆକ୍ରମଣ ହେଲେ ମଧ୍ୟ ଏଡାଇବାକୁ ସମର୍ଥ I