or_tn/2co/06/02.md

632 B

For he says

କାରଣ ଈଶ୍ବର କହନ୍ତି I ଏହା ଭାବବାଦୀ ଯିଶାଇୟ ପୁସ୍ତକର ଗୋଟିଏ ଉଦ୍ଧୃତିକୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “କାରଣ ଶାସ୍ତ୍ରରେ ଈଶ୍ବର କହନ୍ତି” (ଦେଖ: rc://*/ta/man/translate/figs-explicit)

Look

ଏଠାରେ “ଦେଖ” ଶବ୍ଦଟି ତଳକୁ ଥିବା ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାକୁ ଆମ୍ଭମାନଙ୍କୁ ସତର୍କ କରାଏ I