or_tn/2co/06/02.md

8 lines
632 B
Markdown
Raw Permalink Normal View History

2020-11-19 00:15:53 +00:00
# For he says
କାରଣ ଈଶ୍ବର କହନ୍ତି I ଏହା ଭାବବାଦୀ ଯିଶାଇୟ ପୁସ୍ତକର ଗୋଟିଏ ଉଦ୍ଧୃତିକୁ ପରିଚୟ କରାଏ I ବିକଳ୍ପ ଅନୁବାଦ: “କାରଣ ଶାସ୍ତ୍ରରେ ଈଶ୍ବର କହନ୍ତି” (ଦେଖ: [[rc://*/ta/man/translate/figs-explicit]])
# Look
ଏଠାରେ “ଦେଖ” ଶବ୍ଦଟି ତଳକୁ ଥିବା ବିସ୍ମୟକର ସୂଚନା ପ୍ରତି ଧ୍ୟାନ ଦେବାକୁ ଆମ୍ଭମାନଙ୍କୁ ସତର୍କ କରାଏ I