or_tn/2co/06/01.md

1.6 KiB
Raw Permalink Blame History

General Information:

ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଗୋଟିଏ ଅଂଶ ଉଦ୍ଧୃତ କରୁଛନ୍ତି I

Connecting Statement:

ଈଶ୍ବରଙ୍କ ନିମନ୍ତେ ଏକତ୍ର କାର୍ଯ୍ୟ କରିବା ବିଷୟ କିପରି ହେବା ଆବଶ୍ୟକ, ତାହା ସାରାଂଶରେ କହୁଛନ୍ତି I

Working together

ପାଉଲ ସୂଚାଉଛନ୍ତି ଯେ ସେ ଓ ତୀମଥି ଈଶ୍ବରଙ୍କ ସହ କାର୍ଯ୍ୟ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସହ ଏକତ୍ର କାର୍ଯ୍ୟ କରୁଅଛୁ” (ଦେଖ: rc://*/ta/man/translate/figs-explicit)

we also urge you not to receive the grace of God in vain

ପାଉଲ ସେମାନଙ୍କ ଜୀବନରେ ଈଶ୍ବରଙ୍କ ଅନୁଗ୍ରହକୁ ଫଳପ୍ରଦ ହେବାକୁ ଦେବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି I ଏହାକୁ ସକରାତ୍ମକ ଶବ୍ଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ବରଙ୍କଠାରୁ ପ୍ରାପ୍ତ ହୋଇଥିବା ଅନୁଗ୍ରହକୁ ସଦ୍ ବିନିଯୋଗ କରିବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବିନତି କରୁଅଛୁ” (ଦେଖ: rc://*/ta/man/translate/figs-doublenegatives)