or_tn/2co/06/01.md

16 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପଦରେ, ପାଉଲ ଯିଶାଇୟ ଭାବବାଦୀଙ୍କ ପୁସ୍ତକରୁ ଗୋଟିଏ ଅଂଶ ଉଦ୍ଧୃତ କରୁଛନ୍ତି I
# Connecting Statement:
ଈଶ୍ବରଙ୍କ ନିମନ୍ତେ ଏକତ୍ର କାର୍ଯ୍ୟ କରିବା ବିଷୟ କିପରି ହେବା ଆବଶ୍ୟକ, ତାହା ସାରାଂଶରେ କହୁଛନ୍ତି I
# Working together
ପାଉଲ ସୂଚାଉଛନ୍ତି ଯେ ସେ ଓ ତୀମଥି ଈଶ୍ବରଙ୍କ ସହ କାର୍ଯ୍ୟ କରୁଛନ୍ତି I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସହ ଏକତ୍ର କାର୍ଯ୍ୟ କରୁଅଛୁ” (ଦେଖ: [[rc://*/ta/man/translate/figs-explicit]])
# we also urge you not to receive the grace of God in vain
ପାଉଲ ସେମାନଙ୍କ ଜୀବନରେ ଈଶ୍ବରଙ୍କ ଅନୁଗ୍ରହକୁ ଫଳପ୍ରଦ ହେବାକୁ ଦେବା ନିମନ୍ତେ ସେମାନଙ୍କୁ ନିବେଦନ କରୁଛନ୍ତି I ଏହାକୁ ସକରାତ୍ମକ ଶବ୍ଦରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ବରଙ୍କଠାରୁ ପ୍ରାପ୍ତ ହୋଇଥିବା ଅନୁଗ୍ରହକୁ ସଦ୍ ବିନିଯୋଗ କରିବାପାଇଁ ଆମ୍ଭେମାନେ ତୁମ୍ଭମାନଙ୍କୁ ବିନତି କରୁଅଛୁ” (ଦେଖ: [[rc://*/ta/man/translate/figs-doublenegatives]])