or_tn/2co/05/06.md

1.7 KiB
Raw Permalink Blame History

Connecting Statement:

କାରଣ ବିଶ୍ବାସୀମାନେ ଏକ ନୂତନ ଶରୀର ଓ ବଇନା ସ୍ବରୂପେ ପବିତ୍ର ଆତ୍ମା ପ୍ରାପ୍ତ ହେବେ I ପାଉଲ ସେମାନଙ୍କୁ ବିଶ୍ବାସରେ ଜୀବନଯାପନ କରିବାନିମନ୍ତେ ସ୍ମରଣ କରାଉଛନ୍ତି ଯେପରି ସେମାନେ ପ୍ରଭୁଙ୍କର ସନ୍ତୋଷପାତ୍ର ହେବେ I ସେ ସେମାନଙ୍କୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସ୍ମରଣ କରାଉଛନ୍ତି କାରଣ ୧) ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ବିଚାରାସନ ଛାମୁରେ ପ୍ରକାଶିତ ହେବେ ଓ ) ବିଶ୍ବାସୀମାନଙ୍କ ପାଇଁ ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟଙ୍କର ପ୍ରେମ ସକାଶୁ I

while we are at home in the body

ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ସ୍ଥାନ, ଯେଉଁଠାରେ ଜଣେ ଲୋକ ବାସ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହି ପାର୍ଥିବ ଶରୀରରେ ବାସ କରୁଥିବା ସମୟରେ” (ଦେଖ: rc://*/ta/man/translate/figs-metaphor)

we are away from the Lord

ଆମ୍ଭେମାନେ ପ୍ରଭୁଙ୍କ ସହିତ ଗୃହରେ ନାହୁଁ କିମ୍ବା “ଆମ୍ଭେମାନେ ପ୍ରଭୁଙ୍କ ସହିତ ସ୍ବର୍ଗରେ ନାହୁଁ”