# Connecting Statement: କାରଣ ବିଶ୍ବାସୀମାନେ ଏକ ନୂତନ ଶରୀର ଓ ବଇନା ସ୍ବରୂପେ ପବିତ୍ର ଆତ୍ମା ପ୍ରାପ୍ତ ହେବେ I ପାଉଲ ସେମାନଙ୍କୁ ବିଶ୍ବାସରେ ଜୀବନଯାପନ କରିବାନିମନ୍ତେ ସ୍ମରଣ କରାଉଛନ୍ତି ଯେପରି ସେମାନେ ପ୍ରଭୁଙ୍କର ସନ୍ତୋଷପାତ୍ର ହେବେ I ସେ ସେମାନଙ୍କୁ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାକୁ ସ୍ମରଣ କରାଉଛନ୍ତି କାରଣ ୧) ବିଶ୍ବାସୀମାନେ ଖ୍ରୀଷ୍ଟଙ୍କର ବିଚାରାସନ ଛାମୁରେ ପ୍ରକାଶିତ ହେବେ ଓ ୨) ବିଶ୍ବାସୀମାନଙ୍କ ପାଇଁ ମୃତ୍ୟୁଭୋଗ କରିଥିବା ଖ୍ରୀଷ୍ଟଙ୍କର ପ୍ରେମ ସକାଶୁ I # while we are at home in the body ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ସ୍ଥାନ, ଯେଉଁଠାରେ ଜଣେ ଲୋକ ବାସ କରେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହି ପାର୍ଥିବ ଶରୀରରେ ବାସ କରୁଥିବା ସମୟରେ” (ଦେଖ: [[rc://*/ta/man/translate/figs-metaphor]]) # we are away from the Lord ଆମ୍ଭେମାନେ ପ୍ରଭୁଙ୍କ ସହିତ ଗୃହରେ ନାହୁଁ କିମ୍ବା “ଆମ୍ଭେମାନେ ପ୍ରଭୁଙ୍କ ସହିତ ସ୍ବର୍ଗରେ ନାହୁଁ”