or_tn/2co/05/04.md

2.7 KiB
Raw Permalink Blame History

while we are in this tent

ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ “ତମ୍ବୁ I” (ଦେଖ: rc://*/ta/man/translate/figs-metaphor)

in this tent, we groan

“ତମ୍ବୁ” ଶବ୍ଦଟି “ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଗୃହ”କୁ ବୁଝାଏ I ଆର୍ତ୍ତନାଦ ଶବ୍ଦଟି ଏକ ପ୍ରକାର ଶବ୍ଦ ଯାହା ଜଣେ ଲୋକ କିଛି ଉତ୍ତମ ବିଷୟ ପାଇବାକୁ ଏକାନ୍ତ ଇଚ୍ଛା କରିବା ସମୟରେ କରିଥାଏ I ଦେଖ ତୁମେ ଏହାକୁ କିପରି କରିନ୍ଥୀୟ ୫:ରେ ଅନୁବାଦ କଲ I

being burdened

ପାଉଲ ପାର୍ଥିବ ଶରୀର ଅନୁଭବ କରୁଥିବା କଷ୍ଟ ସବୁ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଓଜନିଆ ବସ୍ତୁ ଯାହା ବୋହିବାକୁ କଷ୍ଟ I (ଦେଖ: rc://*/ta/man/translate/figs-metaphor)

We do not want to be unclothed ... we want to be clothed

ପାଉଲ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ବସ୍ତ୍ର ଅଟେ I ଏଠାରେ “ପରିଚ୍ଛଦ ତ୍ୟାଗ କରିବା” ବିଷୟ ଈଶ୍ବର ଦେବାକୁ ଥିବା ପୁନରୁତ୍ଥିତ ଶରୀର ପ୍ରାପ୍ତିକୁ ବୁଝାଏ I (ଦେଖ: rc://*/ta/man/translate/figs-metaphor)

to be unclothed

ପରିଚ୍ଛଦ ତ୍ୟାଗ କରିବା କିମ୍ବା “ଉଲଙ୍ଗ ହେବା”

so that what is mortal may be swallowed up by life

ପାଉଲ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଶୁ ଯାହା “ମର ବିଷୟ” ଭୋଜନ କରେ I ପାର୍ଥିବ ଶରୀର ଯାହା ମୃତ ହେବ, ତାହା ଏକ ପୁନରୁତ୍ଥିତ ଶରୀର ଦ୍ବାରା ପରିବର୍ତ୍ତିତ ହେବ, ଯାହା ଅନନ୍ତ କାଳ ବାସ କରିବ I (ଦେଖ : rc://*/ta/man/translate/figs-metaphor)

so that what is mortal may be swallowed up by life

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଜୀବନ ମର୍ତ୍ତ୍ୟକୁ ଗ୍ରାସ କରିବ” (ଦେଖ: rc://*/ta/man/translate/figs-activepassive)