or_tn/2co/05/04.md

28 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# while we are in this tent
ପାଉଲ ପାର୍ଥିବ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ “ତମ୍ବୁ I” (ଦେଖ: [[rc://*/ta/man/translate/figs-metaphor]])
# in this tent, we groan
“ତମ୍ବୁ” ଶବ୍ଦଟି “ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଗୃହ”କୁ ବୁଝାଏ I ଆର୍ତ୍ତନାଦ ଶବ୍ଦଟି ଏକ ପ୍ରକାର ଶବ୍ଦ ଯାହା ଜଣେ ଲୋକ କିଛି ଉତ୍ତମ ବିଷୟ ପାଇବାକୁ ଏକାନ୍ତ ଇଚ୍ଛା କରିବା ସମୟରେ କରିଥାଏ I ଦେଖ ତୁମେ ଏହାକୁ କିପରି [ କରିନ୍ଥୀୟ ୫:](../05/02.md)ରେ ଅନୁବାଦ କଲ I
# being burdened
ପାଉଲ ପାର୍ଥିବ ଶରୀର ଅନୁଭବ କରୁଥିବା କଷ୍ଟ ସବୁ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ ଓଜନିଆ ବସ୍ତୁ ଯାହା ବୋହିବାକୁ କଷ୍ଟ I (ଦେଖ: [[rc://*/ta/man/translate/figs-metaphor]])
# We do not want to be unclothed ... we want to be clothed
ପାଉଲ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ବସ୍ତ୍ର ଅଟେ I ଏଠାରେ “ପରିଚ୍ଛଦ ତ୍ୟାଗ କରିବା” ବିଷୟ ଈଶ୍ବର ଦେବାକୁ ଥିବା ପୁନରୁତ୍ଥିତ ଶରୀର ପ୍ରାପ୍ତିକୁ ବୁଝାଏ I (ଦେଖ: [[rc://*/ta/man/translate/figs-metaphor]])
# to be unclothed
ପରିଚ୍ଛଦ ତ୍ୟାଗ କରିବା କିମ୍ବା “ଉଲଙ୍ଗ ହେବା”
# so that what is mortal may be swallowed up by life
ପାଉଲ ଜୀବନ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଶୁ ଯାହା “ମର ବିଷୟ” ଭୋଜନ କରେ I ପାର୍ଥିବ ଶରୀର ଯାହା ମୃତ ହେବ, ତାହା ଏକ ପୁନରୁତ୍ଥିତ ଶରୀର ଦ୍ବାରା ପରିବର୍ତ୍ତିତ ହେବ, ଯାହା ଅନନ୍ତ କାଳ ବାସ କରିବ I (ଦେଖ : [[rc://*/ta/man/translate/figs-metaphor]])
# so that what is mortal may be swallowed up by life
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଜୀବନ ମର୍ତ୍ତ୍ୟକୁ ଗ୍ରାସ କରିବ” (ଦେଖ: [[rc://*/ta/man/translate/figs-activepassive]])