or_tn/2co/04/16.md

1.8 KiB

Connecting Statement:

ପାଉଲ ଲେଖୁଛନ୍ତି ଯେ ଅଦୃଶ୍ୟ ଅନନ୍ତକାଳୀନ ବିଷୟ ସହିତ ତୁଳନା କଲେ, କରିନ୍ଥୀୟମାନଙ୍କର କଷ୍ଟ ଅତି ନ୍ୟୁନ ଓ କ୍ଷଣସ୍ଥାୟୀ ଅଟେ I

So we do not become discouraged

ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ଦୃଢ଼ ବିଶ୍ବାସୀ ଅଟୁ” (ଦେଖ: rc://*/ta/man/translate/figs-doublenegatives)

outwardly we are wasting away

ଏହା କ୍ଷୟ ପାଉଥିବା ଓ ମୃତକଳ୍ପ ହେଉଥିବା ବାହ୍ୟିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ବାହ୍ୟିକ ପୁରୁଷ ଦୁର୍ବଳ ଓ ମୃତକଳ୍ପ ହେଉଅଛି” (ଦେଖ: rc://*/ta/man/translate/figs-explicit)

inwardly we are being renewed day by day

ଏହା ବଳବାନ୍ ହେଉଥିବା ଆନ୍ତରିକ ଆତ୍ମିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆତ୍ମିକ ପୁରୁଷ ଦିନକୁଦିନ ବଳବାନ୍ ହେଉଅଛି” (ଦେଖ: rc://*/ta/man/translate/figs-explicit)

inwardly we are being renewed day by day

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କର ଆନ୍ତରିକ ପୁରୁଷକୁ ପ୍ରତି ଦିନ ନୂତନ କରୁଛନ୍ତି” (ଦେଖ: rc://*/ta/man/translate/figs-activepassive)