# Connecting Statement: ପାଉଲ ଲେଖୁଛନ୍ତି ଯେ ଅଦୃଶ୍ୟ ଅନନ୍ତକାଳୀନ ବିଷୟ ସହିତ ତୁଳନା କଲେ, କରିନ୍ଥୀୟମାନଙ୍କର କଷ୍ଟ ଅତି ନ୍ୟୁନ ଓ କ୍ଷଣସ୍ଥାୟୀ ଅଟେ I # So we do not become discouraged ଏହାକୁ ସକରାତ୍ମକଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେଥିପାଇଁ ଆମ୍ଭେମାନେ ଦୃଢ଼ ବିଶ୍ବାସୀ ଅଟୁ” (ଦେଖ: [[rc://*/ta/man/translate/figs-doublenegatives]]) # outwardly we are wasting away ଏହା କ୍ଷୟ ପାଉଥିବା ଓ ମୃତକଳ୍ପ ହେଉଥିବା ବାହ୍ୟିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ବାହ୍ୟିକ ପୁରୁଷ ଦୁର୍ବଳ ଓ ମୃତକଳ୍ପ ହେଉଅଛି” (ଦେଖ: [[rc://*/ta/man/translate/figs-explicit]]) # inwardly we are being renewed day by day ଏହା ବଳବାନ୍ ହେଉଥିବା ଆନ୍ତରିକ ଆତ୍ମିକ ପୁରୁଷକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ଆତ୍ମିକ ପୁରୁଷ ଦିନକୁଦିନ ବଳବାନ୍ ହେଉଅଛି” (ଦେଖ: [[rc://*/ta/man/translate/figs-explicit]]) # inwardly we are being renewed day by day ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କର ଆନ୍ତରିକ ପୁରୁଷକୁ ପ୍ରତି ଦିନ ନୂତନ କରୁଛନ୍ତି” (ଦେଖ: [[rc://*/ta/man/translate/figs-activepassive]])