or_tn/2co/04/15.md

1.1 KiB

Everything is for your sake

ଏଠାରେ “ସମସ୍ତ ବିଷୟ” ସବୁ ଦୁଃଖଭୋଗକୁ ବୁଝାଏ, ଯାହା ପାଉଲ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଛନ୍ତି I

as grace is spread to many people

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆପଣା ଅନୁଗ୍ରହ ଅନେକଙ୍କ ନିକଟରେ ପରିବ୍ୟାପ୍ତ କରିଥାନ୍ତି” (ଦେଖ: rc://*/ta/man/translate/figs-activepassive)

thanksgiving may increase

ପାଉଲ “ଧନ୍ୟବାଦାର୍ପଣ” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଆପେ ଆପେ ବୃଦ୍ଧିପାଇବ I ବିକଳ୍ପ ଅନୁବାଦ: “ଅଧିକରୁ ଅଧିକ ଲୋକ ଧନ୍ୟବାଦ ଉତ୍ସର୍ଗ କରିବେ” (ଦେଖ: rc://*/ta/man/translate/figs-metaphor)