# Everything is for your sake ଏଠାରେ “ସମସ୍ତ ବିଷୟ” ସବୁ ଦୁଃଖଭୋଗକୁ ବୁଝାଏ, ଯାହା ପାଉଲ ପୂର୍ବ ପଦଗୁଡିକରେ ବର୍ଣ୍ଣନା କରିଛନ୍ତି I # as grace is spread to many people ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଆପଣା ଅନୁଗ୍ରହ ଅନେକଙ୍କ ନିକଟରେ ପରିବ୍ୟାପ୍ତ କରିଥାନ୍ତି” (ଦେଖ: [[rc://*/ta/man/translate/figs-activepassive]]) # thanksgiving may increase ପାଉଲ “ଧନ୍ୟବାଦାର୍ପଣ” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ ଯାହା ଆପେ ଆପେ ବୃଦ୍ଧିପାଇବ I ବିକଳ୍ପ ଅନୁବାଦ: “ଅଧିକରୁ ଅଧିକ ଲୋକ ଧନ୍ୟବାଦ ଉତ୍ସର୍ଗ କରିବେ” (ଦେଖ: [[rc://*/ta/man/translate/figs-metaphor]])