or_tn/2co/04/11.md

2.5 KiB
Raw Permalink Blame History

We who are alive are always carrying around in our body the death of Jesus

ଯୀଶୁଙ୍କର ମୃତ୍ୟୁକୁ ବହନ କରିବାର ଅର୍ଥ ଯୀଶୁଙ୍କ ପ୍ରତି ଅନୁଗତ ରହିବା ସକାଶୁ ମୃତ୍ୟୁଜନକ ବିପଦରେ ପଡିବା I ବିକଳ୍ପ ଅନୁବାଦ: “କାରଣ ଆମ୍ଭମାନଙ୍କ ମଧ୍ୟରୁ ଯେତେ ଜଣ ଜୀବିତ ଅଛୁ, ଈଶ୍ବର ଆମ୍ଭମାନଙ୍କୁ ସର୍ବଦା ମୃତ୍ୟୁମୁଖ ଆଡକୁ କଢାଇ ନେଉଛନ୍ତି, କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ସଂଯୁକ୍ତ ଅଟୁ” କିମ୍ବା “ଆମ୍ଭେମାନେ ଯେ ଜୀବିତ, ଆମ୍ଭମାନଙ୍କୁ ଲୋକମାନେ ସର୍ବଦା ମୃତ୍ୟୁର ବିପଦରେ ପକାଉଅଛନ୍ତି, କାରଣ ଆମ୍ଭେମାନେ ଯୀଶୁଙ୍କଠାରେ ସଂଯୁକ୍ତ ଅଟୁ” (ଦେଖ: rc://*/ta/man/translate/figs-metaphor)

so that the life of Jesus may be shown in our body

ଈଶ୍ବର ଚାହାନ୍ତି ଆମ୍ଭମାନଙ୍କଠାରେ ଯୀଶୁଙ୍କ ଜୀବନ ପ୍ରକାଶିତ ହେଉ I ସମ୍ଭାବିତ ଅର୍ଥ ଗୁଡିକ ହେଲା ୧) “ଆମ୍ଭମାନଙ୍କର ଶରୀର ପୁନର୍ବାର ଜୀବିତ ହେବ, ଯେହେତୁ ଯୀଶୁ ଜୀବିତ ଅଟନ୍ତି” କିମ୍ବା ) “ଯୀଶୁ ଦେଉଥିବା ଆତ୍ମିକ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହେବ I” ଦେଖ ତୁମେ ଏହି ବାକ୍ୟାଂଶକୁ କିପରି କରିନ୍ଥୀୟ ୪:୧୦ରେ ଅନୁବାଦ କଲ I

so that the life of Jesus may be shown in our body

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି କରିନ୍ଥୀୟ ୪:୧୦ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଯେପରି ଅନ୍ୟମାନେ ଆମ୍ଭମାନଙ୍କ ଶରୀରରେ ଯୀଶୁଙ୍କ ଜୀବନ ଦେଖିପାରିବେ” (ଦେଖ: rc://*/ta/man/translate/figs-activepassive)