or_tn/2co/04/10.md

1.6 KiB
Raw Permalink Blame History

We always carry in our body the death of Jesus

ପାଉଲ ଆପଣା ଦୁଃଖଭୋଗ ବିଷୟରେ କହନ୍ତି ସତେ ଯେପରି ସେଗୁଡିକ ଯୀଶୁଙ୍କ ମୃତ୍ୟୁଭୋଗର ଗୋଟିଏ ଅନୁଭୁତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନେକ ଥର ମୃତ୍ୟୁମୁଖରେ ପଡିଅଛୁ, ଯେପରି ଯୀଶୁ ମୃତ୍ୟୁଭୋଗ କଲେ” କିମ୍ବା “ଆମ୍ଭେମାନେ ସର୍ବଦା ଏ ପ୍ରକାରେ ଦୁଃଖଭୋଗ କରୁଅଛୁ ଯେ ଯୀଶୁଙ୍କ ମୃତ୍ୟୁକୁ ଅନୁଭବ କରୁଅଛୁ” (ଦେଖ: rc://*/ta/man/translate/figs-metaphor)

the life of Jesus also may be shown in our bodies

ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କର ଶରୀର ପୁନର୍ବାର ଜୀବିତ ହେବ, ଯେହେତୁ ଯୀଶୁ ଜିବିତ ଅଟନ୍ତି” କିମ୍ବା ) “ଯୀଶୁ ଦେଉଥିବା ଆତ୍ମିକ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହେବ I”

the life of Jesus also may be shown in our bodies

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟମାନେ ଆମ୍ଭମାନଙ୍କ ଶରୀରରେ ଯୀଶୁଙ୍କ ଜୀବନ ଦେଖିପାରିବେ” (ଦେଖ: rc://*/ta/man/translate/figs-activepassive)