or_tn/2co/04/10.md

12 lines
1.6 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# We always carry in our body the death of Jesus
ପାଉଲ ଆପଣା ଦୁଃଖଭୋଗ ବିଷୟରେ କହନ୍ତି ସତେ ଯେପରି ସେଗୁଡିକ ଯୀଶୁଙ୍କ ମୃତ୍ୟୁଭୋଗର ଗୋଟିଏ ଅନୁଭୁତି I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଅନେକ ଥର ମୃତ୍ୟୁମୁଖରେ ପଡିଅଛୁ, ଯେପରି ଯୀଶୁ ମୃତ୍ୟୁଭୋଗ କଲେ” କିମ୍ବା “ଆମ୍ଭେମାନେ ସର୍ବଦା ଏ ପ୍ରକାରେ ଦୁଃଖଭୋଗ କରୁଅଛୁ ଯେ ଯୀଶୁଙ୍କ ମୃତ୍ୟୁକୁ ଅନୁଭବ କରୁଅଛୁ” (ଦେଖ: [[rc://*/ta/man/translate/figs-metaphor]])
# the life of Jesus also may be shown in our bodies
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କର ଶରୀର ପୁନର୍ବାର ଜୀବିତ ହେବ, ଯେହେତୁ ଯୀଶୁ ଜିବିତ ଅଟନ୍ତି” କିମ୍ବା ) “ଯୀଶୁ ଦେଉଥିବା ଆତ୍ମିକ ଜୀବନ ମଧ୍ୟ ଆମ୍ଭମାନଙ୍କ ଶରୀରରେ ପ୍ରକାଶିତ ହେବ I”
# the life of Jesus also may be shown in our bodies
ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଅନ୍ୟମାନେ ଆମ୍ଭମାନଙ୍କ ଶରୀରରେ ଯୀଶୁଙ୍କ ଜୀବନ ଦେଖିପାରିବେ” (ଦେଖ: [[rc://*/ta/man/translate/figs-activepassive]])