or_tn/2co/04/04.md

20 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# the god of this world has blinded their unbelieving minds
ପାଉଲ ସେମାନଙ୍କ ମନ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକର ଆଖି ଅଛି ଓ ସେସବୁ ବୁଝିବାକୁ ଅସମର୍ଥ, ଯେପରି ସେମାନଙ୍କର ମନ ଦେଖିବାକୁ ଅସମର୍ଥ ହେଉଛି I ବିକଳ୍ପ ଅନୁବାଦ: “ଏହି ଜଗତର ଅଧିପତି ଅବିଶ୍ବାସୀମାନଙ୍କୁ ବୁଝିବାରୁ ନିବୃତ୍ତ କରିଅଛି” (ଦେଖ: [[rc://*/ta/man/translate/figs-metaphor]])
# the god of this world
ଏହି ଜଗତକୁ ଶାସନ କରୁଥିବା ଅଧିପତି I ଏହି ବାକ୍ୟାଂଶ ଶୟତାନକୁ ବୁଝାଏ I
# they are not able to see the light of the gospel of the glory of Christ
ଯେପରି ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖରେ ପ୍ରକାଶିତ ହେଉଥିବା ଈଶ୍ବରଙ୍କ ଗୌରବକୁ ଦେଖିପାରିଲେ ନାହିଁ, କାରଣ ସେ ଏହାକୁ ଗୋଟିଏ ଆବରଣରେ ଆଚ୍ଛାଦନ କରିଥିଲେ ([ କରିନ୍ଥୀୟ ୩:୧୩](../03/13.md)), ଅବିଶ୍ବାସୀମାନେ ସୁସମାଚାରରେ ପ୍ରକାଶିତ ହେଉଥିବା ଖ୍ରୀଷ୍ଟଙ୍କର ଗୌରବ ଦେଖିବାକୁ ଅସମର୍ଥ ଅଟନ୍ତି I ଏହାର୍ ଅର୍ଥ ଏହି ଯେ ସେମାନେ “ଖ୍ରୀଷ୍ଟଙ୍କର ଗୌରବମୟ ସୁସମାଚାର” ବୁଝିବାକୁ ଅସମର୍ଥ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# the light of the gospel
ସୁସମାଚାରରୁ ଆସୁଥିବା ଆଲୋକ
# the gospel of the glory of Christ
ଖ୍ରୀଷ୍ଟଙ୍କର ଗୌରବ ବିଷୟରେ ସୁସମାଚାର