or_tn/2co/04/04.md

2.0 KiB
Raw Permalink Blame History

the god of this world has blinded their unbelieving minds

ପାଉଲ ସେମାନଙ୍କ ମନ ବିଷୟରେ କହନ୍ତି ଯେ ସତେ ଯେପରି ସେଗୁଡିକର ଆଖି ଅଛି ଓ ସେସବୁ ବୁଝିବାକୁ ଅସମର୍ଥ, ଯେପରି ସେମାନଙ୍କର ମନ ଦେଖିବାକୁ ଅସମର୍ଥ ହେଉଛି I ବିକଳ୍ପ ଅନୁବାଦ: “ଏହି ଜଗତର ଅଧିପତି ଅବିଶ୍ବାସୀମାନଙ୍କୁ ବୁଝିବାରୁ ନିବୃତ୍ତ କରିଅଛି” (ଦେଖ: rc://*/ta/man/translate/figs-metaphor)

the god of this world

ଏହି ଜଗତକୁ ଶାସନ କରୁଥିବା ଅଧିପତି I ଏହି ବାକ୍ୟାଂଶ ଶୟତାନକୁ ବୁଝାଏ I

they are not able to see the light of the gospel of the glory of Christ

ଯେପରି ଇଶ୍ରାୟେଲୀୟମାନେ ମୋଶାଙ୍କ ମୁଖରେ ପ୍ରକାଶିତ ହେଉଥିବା ଈଶ୍ବରଙ୍କ ଗୌରବକୁ ଦେଖିପାରିଲେ ନାହିଁ, କାରଣ ସେ ଏହାକୁ ଗୋଟିଏ ଆବରଣରେ ଆଚ୍ଛାଦନ କରିଥିଲେ ( କରିନ୍ଥୀୟ ୩:୧୩), ଅବିଶ୍ବାସୀମାନେ ସୁସମାଚାରରେ ପ୍ରକାଶିତ ହେଉଥିବା ଖ୍ରୀଷ୍ଟଙ୍କର ଗୌରବ ଦେଖିବାକୁ ଅସମର୍ଥ ଅଟନ୍ତି I ଏହାର୍ ଅର୍ଥ ଏହି ଯେ ସେମାନେ “ଖ୍ରୀଷ୍ଟଙ୍କର ଗୌରବମୟ ସୁସମାଚାର” ବୁଝିବାକୁ ଅସମର୍ଥ ଅଟନ୍ତି” (ଦେଖ: rc://*/ta/man/translate/figs-metaphor)

the light of the gospel

ସୁସମାଚାରରୁ ଆସୁଥିବା ଆଲୋକ

the gospel of the glory of Christ

ଖ୍ରୀଷ୍ଟଙ୍କର ଗୌରବ ବିଷୟରେ ସୁସମାଚାର