or_tn/2co/03/10.md

747 B

that which was once made glorious is no longer glorious ... because of the glory that exceeds it

ଅତି ଅଧିକ ଗୌରବଯୁକ୍ତ ନୂତନ ନିୟମ ସହିତ ତୁଳନା କଲେ, ପୁରାତନ ନିୟମ ଆଉ ଗୌରବଯୁକ୍ତ ଦେଖାଯାଏ ନାହିଁ I

that which was once made glorious

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା, ଯାହାକୁ ଈଶ୍ବର ଥରେ ଗୌରବଯୁକ୍ତ କରିଥିଲେ” (ଦେଖ: rc://*/ta/man/translate/figs-activepassive)

in this respect

ଏହି ପ୍ରକାରେ