or_tn/2co/03/10.md

12 lines
747 B
Markdown
Raw Permalink Normal View History

2020-11-19 00:15:53 +00:00
# that which was once made glorious is no longer glorious ... because of the glory that exceeds it
ଅତି ଅଧିକ ଗୌରବଯୁକ୍ତ ନୂତନ ନିୟମ ସହିତ ତୁଳନା କଲେ, ପୁରାତନ ନିୟମ ଆଉ ଗୌରବଯୁକ୍ତ ଦେଖାଯାଏ ନାହିଁ I
# that which was once made glorious
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବ୍ୟବସ୍ଥା, ଯାହାକୁ ଈଶ୍ବର ଥରେ ଗୌରବଯୁକ୍ତ କରିଥିଲେ” (ଦେଖ: [[rc://*/ta/man/translate/figs-activepassive]])
# in this respect
ଏହି ପ୍ରକାରେ