or_tn/2co/03/07.md

2.1 KiB

Connecting Statement:

ପାଉଲ ପୁରାତନ ନିୟମର କ୍ଷଣସ୍ଥାୟୀ ଗୌରବକୁ ନୂତନ ନିୟମର ମହତ୍ ଓ ସ୍ବାଧିନତାସମ୍ପନ୍ନ ଗୌରବ ସହିତ ତୁଳନା କରୁଛନ୍ତି I ସେ ମୋଶାଙ୍କର ଆବରଣ ସହିତ ବର୍ତ୍ତମାନ ହେଉଥିବା ପ୍ରକାଶନର ସ୍ପଷ୍ଟତାକୁ ତୁଳନା କରୁଛନ୍ତି I ବର୍ତ୍ତମାନ ପ୍ରକାଶିତ ହୋଇଥିବା ବିଷୟଠାରୁ ମୋଶାଙ୍କ ସମୟର ବିଷୟ ଏକ ଅଳ୍ପ ସ୍ପଷ୍ଟ ଚିତ୍ର I

Now the service that produced death ... came in such glory

ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଯଦିଓ ବ୍ୟବସ୍ଥା ମୃତ୍ୟୁ ଆଡକୁ କଢାଇନିଏ, ତଥାପି ତାହା ଅତି ଗୌରବଯୁକ୍ତ I (ଦେଖ: rc://*/ta/man/translate/figs-irony)

the service that produced

ମୃତ୍ୟୁର ସେବାକାର୍ଯ୍ୟ I ଏହା ମୋଶାଙ୍କ ଦ୍ବାରା ଈଶ୍ବର ଦେଇଥିବା ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୃତ୍ୟୁଜନକ ସେବାକାର୍ଯ୍ୟ, ଯେହେତୁ ଏହା ବ୍ୟବସ୍ଥା ଉପରେ ଆଧାରିତ” (ଦେଖ: rc://*/ta/man/translate/figs-explicit)

engraved in letters on stones

ପ୍ରସ୍ତର ଉପରେ ଖୋଦିତ ଅକ୍ଷର I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବର ପ୍ରସ୍ତର ଉପରେ ଖୋଦନ କଲେ” (ଦେଖ: rc://*/ta/man/translate/figs-activepassive)

in such glory

ଅତ୍ୟଧିକ ଗୌରବଯୁକ୍ତ ଭାବରେ

This is because

ସେମାନେ ଦେଖିପାରିଲେ ନାହିଁ କାରଣ