or_tn/2co/03/07.md

24 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ପୁରାତନ ନିୟମର କ୍ଷଣସ୍ଥାୟୀ ଗୌରବକୁ ନୂତନ ନିୟମର ମହତ୍ ଓ ସ୍ବାଧିନତାସମ୍ପନ୍ନ ଗୌରବ ସହିତ ତୁଳନା କରୁଛନ୍ତି I ସେ ମୋଶାଙ୍କର ଆବରଣ ସହିତ ବର୍ତ୍ତମାନ ହେଉଥିବା ପ୍ରକାଶନର ସ୍ପଷ୍ଟତାକୁ ତୁଳନା କରୁଛନ୍ତି I ବର୍ତ୍ତମାନ ପ୍ରକାଶିତ ହୋଇଥିବା ବିଷୟଠାରୁ ମୋଶାଙ୍କ ସମୟର ବିଷୟ ଏକ ଅଳ୍ପ ସ୍ପଷ୍ଟ ଚିତ୍ର I
# Now the service that produced death ... came in such glory
ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ଯଦିଓ ବ୍ୟବସ୍ଥା ମୃତ୍ୟୁ ଆଡକୁ କଢାଇନିଏ, ତଥାପି ତାହା ଅତି ଗୌରବଯୁକ୍ତ I (ଦେଖ: [[rc://*/ta/man/translate/figs-irony]])
# the service that produced
ମୃତ୍ୟୁର ସେବାକାର୍ଯ୍ୟ I ଏହା ମୋଶାଙ୍କ ଦ୍ବାରା ଈଶ୍ବର ଦେଇଥିବା ପୁରାତନ ନିୟମର ବ୍ୟବସ୍ଥାକୁ ବୁଝାଏ I ବିକଳ୍ପ ଅନୁବାଦ: “ମୃତ୍ୟୁଜନକ ସେବାକାର୍ଯ୍ୟ, ଯେହେତୁ ଏହା ବ୍ୟବସ୍ଥା ଉପରେ ଆଧାରିତ” (ଦେଖ: [[rc://*/ta/man/translate/figs-explicit]])
# engraved in letters on stones
ପ୍ରସ୍ତର ଉପରେ ଖୋଦିତ ଅକ୍ଷର I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଈଶ୍ବର ପ୍ରସ୍ତର ଉପରେ ଖୋଦନ କଲେ” (ଦେଖ: [[rc://*/ta/man/translate/figs-activepassive]])
# in such glory
ଅତ୍ୟଧିକ ଗୌରବଯୁକ୍ତ ଭାବରେ
# This is because
ସେମାନେ ଦେଖିପାରିଲେ ନାହିଁ କାରଣ