or_tn/2co/03/05.md

12 lines
899 B
Markdown

# competent in ourselves
ଆମ୍ଭମାନଙ୍କ ନିଜ ଠାରେ ଯୋଗ୍ୟ କିମ୍ବା “ଆମ୍ଭମାନଙ୍କ ନିଜ ଠାରେ ସମର୍ଥ”
# to claim anything as coming from us
ଏଠାରେ “କିଛି” ଶବ୍ଦଟି ପାଉଲଙ୍କ ପ୍ରେରିତିକ ସେବାକାର୍ଯ୍ୟ ସମ୍ବନ୍ଧୀୟ ଯେ କୌଣସି ବିଷୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଉଦ୍ୟମରୁ ଆମ୍ଭେମାନେ ଯାହା କିଛି ସେବାକାର୍ଯ୍ୟରେ କରିଅଛୁ ବୋଲି ଦାବୀ କରିବା” (ଦେଖ: [[rc://*/ta/man/translate/figs-explicit]])
# our competence is from God
ଈଶ୍ବର ଆମ୍ଭମାନଙ୍କୁ ସାମର୍ଥ୍ୟ ଦିଅନ୍ତି