or_tn/2co/03/05.md

899 B

competent in ourselves

ଆମ୍ଭମାନଙ୍କ ନିଜ ଠାରେ ଯୋଗ୍ୟ କିମ୍ବା “ଆମ୍ଭମାନଙ୍କ ନିଜ ଠାରେ ସମର୍ଥ”

to claim anything as coming from us

ଏଠାରେ “କିଛି” ଶବ୍ଦଟି ପାଉଲଙ୍କ ପ୍ରେରିତିକ ସେବାକାର୍ଯ୍ୟ ସମ୍ବନ୍ଧୀୟ ଯେ କୌଣସି ବିଷୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଉଦ୍ୟମରୁ ଆମ୍ଭେମାନେ ଯାହା କିଛି ସେବାକାର୍ଯ୍ୟରେ କରିଅଛୁ ବୋଲି ଦାବୀ କରିବା” (ଦେଖ: rc://*/ta/man/translate/figs-explicit)

our competence is from God

ଈଶ୍ବର ଆମ୍ଭମାନଙ୍କୁ ସାମର୍ଥ୍ୟ ଦିଅନ୍ତି