or_tn/2co/03/03.md

2.5 KiB

you are a letter from Christ

ପାଉଲ ସ୍ପଷ୍ଟ କରୁଛନ୍ତି ଯେ ପତ୍ର ଲେଖକ ହେଉଛନ୍ତି ଖ୍ରୀଷ୍ଟ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲିଖିତ ପତ୍ର ଅଟ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-explicit]])

delivered by us

ଆମ୍ଭମାନଙ୍କଦ୍ବାରା ଅଣାଯାଇଥିବା

It was written not with ink ... on tablets of human hearts

ପାଉଲ ସ୍ପଷ୍ଟ କରୁଛନ୍ତି ଯେ କରିନ୍ଥୀୟମାନେ ଆତ୍ମିକ ପତ୍ର ସଦୃଶ ଅଟନ୍ତି, ଶାରୀରିକ ପଦାର୍ଥ ସାହାଯ୍ୟରେ ମନୁଷ୍ୟମାନଙ୍କ ଦ୍ବାରା ଲିଖିତ ପତ୍ର ସଦୃଶ ନୁହନ୍ତି I

It was written not with ink but by the Spirit of the living God

ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ କାଳିରେ ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବିତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଲିଖିତ ପତ୍ର” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-ellipsis]])

It was not written on tablets of stone, but on tablets of human hearts

ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ ପ୍ରସ୍ତରଫଳକ ଖୋଦନକରି ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମା ମନୁଷ୍ୟର ହୃଦୟ ରୂପକ ଫଳକରେ ଲେଖିଥିବା ପତ୍ର” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-ellipsis]])

tablets of human hearts

ପାଉଲ ସେମାନଙ୍କ ହୃଦୟ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସମତଳ ପ୍ରସ୍ତର ବା ମୃତ୍ତିକା ଖଣ୍ଡସବୁ, ଯାହା ଉପରେ ଲୋକମାନେ ଅକ୍ଷର ଖୋଦନ କରିଛନ୍ତି I (ଦେଖ: rc://*/ta/man/translate/figs-metaphor)