# you are a letter from Christ ପାଉଲ ସ୍ପଷ୍ଟ କରୁଛନ୍ତି ଯେ ପତ୍ର ଲେଖକ ହେଉଛନ୍ତି ଖ୍ରୀଷ୍ଟ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲିଖିତ ପତ୍ର ଅଟ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]]) # delivered by us ଆମ୍ଭମାନଙ୍କଦ୍ବାରା ଅଣାଯାଇଥିବା # It was written not with ink ... on tablets of human hearts ପାଉଲ ସ୍ପଷ୍ଟ କରୁଛନ୍ତି ଯେ କରିନ୍ଥୀୟମାନେ ଆତ୍ମିକ ପତ୍ର ସଦୃଶ ଅଟନ୍ତି, ଶାରୀରିକ ପଦାର୍ଥ ସାହାଯ୍ୟରେ ମନୁଷ୍ୟମାନଙ୍କ ଦ୍ବାରା ଲିଖିତ ପତ୍ର ସଦୃଶ ନୁହନ୍ତି I # It was written not with ink but by the Spirit of the living God ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ କାଳିରେ ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବିତ ଈଶ୍ବରଙ୍କ ଆତ୍ମାଙ୍କ ଦ୍ବାରା ଲିଖିତ ପତ୍ର” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-ellipsis]]) # It was not written on tablets of stone, but on tablets of human hearts ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ଲୋକମାନେ ପ୍ରସ୍ତରଫଳକ ଖୋଦନକରି ଲେଖିଥିବା ପତ୍ର ନୁହେଁ, ମାତ୍ର ଜୀବନ୍ତ ଈଶ୍ବରଙ୍କ ଆତ୍ମା ମନୁଷ୍ୟର ହୃଦୟ ରୂପକ ଫଳକରେ ଲେଖିଥିବା ପତ୍ର” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-ellipsis]]) # tablets of human hearts ପାଉଲ ସେମାନଙ୍କ ହୃଦୟ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ ସମତଳ ପ୍ରସ୍ତର ବା ମୃତ୍ତିକା ଖଣ୍ଡସବୁ, ଯାହା ଉପରେ ଲୋକମାନେ ଅକ୍ଷର ଖୋଦନ କରିଛନ୍ତି I (ଦେଖ: [[rc://*/ta/man/translate/figs-metaphor]])