8 lines
1.3 KiB
Markdown
8 lines
1.3 KiB
Markdown
# Connecting Statement:
|
|
|
|
ତ୍ରୋୟା ଓ ମାକିଦନିଆରେ ସୁସମାଚାର ପ୍ରଚାର କରିବାକୁ ତାହାଙ୍କର ସୁଯୋଗ ଅଛି ବୋଲି ସେମାନଙ୍କୁ କହି ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I
|
|
|
|
# A door was opened to me by the Lord ... to preach the gospel
|
|
|
|
ପାଉଲ ସୁସମାଚାର ପ୍ରଚାର କରିବା ନିମନ୍ତେ ତାହାଙ୍କ ସୁଯୋଗ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଦ୍ବାର, ଯାହା ଦେଇ ସେ ଚାଲିବାପାଇଁ ଅନୁମତି ପାଇଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋ ପାଇଁ ଗୋଟିଏ ଦ୍ବାର ଉନ୍ମୁକ୍ତ କଲେ” କିମ୍ବା “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋତେ ସୁଯୋଗ ଦେଲେ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-activepassive]])
|