or_tn/2co/02/12.md

1.3 KiB

Connecting Statement:

ତ୍ରୋୟା ଓ ମାକିଦନିଆରେ ସୁସମାଚାର ପ୍ରଚାର କରିବାକୁ ତାହାଙ୍କର ସୁଯୋଗ ଅଛି ବୋଲି ସେମାନଙ୍କୁ କହି ପାଉଲ କରିନ୍ଥର ବିଶ୍ବାସୀମାନଙ୍କୁ ଉତ୍ସାହ ଦେଉଛନ୍ତି I

A door was opened to me by the Lord ... to preach the gospel

ପାଉଲ ସୁସମାଚାର ପ୍ରଚାର କରିବା ନିମନ୍ତେ ତାହାଙ୍କ ସୁଯୋଗ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଦ୍ବାର, ଯାହା ଦେଇ ସେ ଚାଲିବାପାଇଁ ଅନୁମତି ପାଇଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋ ପାଇଁ ଗୋଟିଏ ଦ୍ବାର ଉନ୍ମୁକ୍ତ କଲେ” କିମ୍ବା “ସୁସମାଚାର ପ୍ରଚାର କରିବାକୁ ...ପ୍ରଭୁ ମୋତେ ସୁଯୋଗ ଦେଲେ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-activepassive]])