8 lines
1.2 KiB
Markdown
8 lines
1.2 KiB
Markdown
# If I caused you pain, who could cheer me up but the very one who was hurt by me?
|
|
|
|
ଯଦି ସେମାନଙ୍କ ନିକଟକୁ ତାହାଙ୍କର ଆଗମନ ସେମାନଙ୍କ ଦୁଃଖର କାରଣ ହୁଏ, ତେବେ ସେ କିମ୍ବା ସେମାନେ ଉପକୃତ ହେବେ ନାହିଁ ବୋଲି ଗୁରୁତ୍ବ ଦେବାକୁ ପାଉଲ ଏହି ଭାବ ପ୍ରକାଶକ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ଯଦି ମୁଁ ତୁମ୍ଭମାନଙ୍କୁ ଦୁଃଖ ଦେଲି, ତେବେ ମୁଁ ଯେଉଁମାନଙ୍କୁ ଦୁଃଖ ଦେଲି, ସେମାନେ ହିଁ ମୋହର ଆନନ୍ଦ ଜନ୍ମାଇ ପାରିବେ” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# the very one who was hurt by me
|
|
|
|
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ମୁଁ ଦୁଃଖ ଦେଇଥିଲି” (ଦେଖ: [[rc://*/ta/man/translate/figs-activepassive]])
|